Arts & Literature
Arts & Literature
stories of Jadumani || Jadumani Rahasya ||- ଧରମ ଦିଅର
|| ଯଦୁମଣି ରହସ୍ୟ || ~ ଧରମ ଦିଅର ~ ଉପସ୍ଥାପନା :- ସୁନିଲ ପଣ୍ଡା କବି ଯଦୁମଣି ରଥଯାତ୍ରା ଦେଖିବାକୁ ପୁରୀ ଯାଇଥାନ୍ତି | ଦିଅଁ ରଥରେ ବସି ସାରିଲେଣି | କବି ଠାକୁରଙ୍କୁ ପ୍ରଣାମ କରିସାରି ଲୋକମାନଙ୍କ ଭିତରେ କ’ଣ ଖୋଜି ବୁଲୁଥାନ୍ତି | କବି ମନରେ କେତେ ଚିନ୍...












