Spread the love

Kartika Massa Panchuka 5days ra kahani – The Story of Panchuka with Lord Jagannath culture


କାର୍ତିକ ମାସ ର ପଂଚକ ୫ ଦିନ ର କାହାଣୀ, Kartika Massa Panchuka 5days ra kahani – The Story of Panchuka with Lord Jagannath culture

କାର୍ତିକ ମାସ ର ପଂଚକ ୫ ଦିନ ର କାହାଣୀ…

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ୤ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ୤ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ୤

(1)ଏକାଦଶୀରେ- ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
(2) ଦ୍ଵାଦଶୀରେ- ବାଙ୍କଚୂଡ଼ା ବେଶ ବା ବାମନ ବେଶ
(3) ତ୍ରୟୋଦଶୀରେ- ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
(4) ଚତୁର୍ଦ୍ଦଶୀରେ- ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
(5) ପୂର୍ଣ୍ଣମୀରେ – ରାଜରାଜେଶ୍ଵର ବେଶ ବା ସୁନାବେଶ

ରାଧ-ଦାମୋଦର ବେଶ :-

କାର୍ତିକ ମାସ ଶୁକ୍ଳ ପକ୍ଷ ୧୦ ଦିନ ଦିନ ପଡେ , ଯାହାକୁ କି କୁହାଯାଏ ଦସମୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ ” ରାଧ-ଦାମୋଦର ବେଶ “ କୁହାଯାଏ .

Radha-Damodara Besha :

This besha takes place from Aswina Sukla Ekadasi tithi (the 11th day of the bright fortnight in Aswina) to Kartika Sukla Dasami tithi (the 10th day of the bright fortnight in Kartika). Radha is the female counter-part of Krushna who is otherwise also known as Damodara.

ପଂଚୁକ ର ପ୍ରଥମ୍ ଦିନ :-

ପଂଚୁକ ର ପ୍ରଥମ୍ ଦିନ ଟି କାର୍ତିକ ମାସ ଶୁକ୍ଳ ପକ୍ଷ ୧୧ ଦିନ ଦିନ ପଡେ , ଯାହାକୁ କି କୁହାଯାଏ ଏକଦାସୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ ”ଥିଆକିୟ ବେଶ“ ବା ”ଲାକହ୍ମୀ – ନାରୟନ୍ ବେଶ” କୁହାଯାଏ .

The first day of the Panchuka on Kartika Sukla Ekadasi tithi (the 11th day o the bright fortnihgt in kartik) with Thiakia Besha or Lakhmi Narayan Besha, It is believed that the worship of Lakshmi and Narayana has gained popularity in the Puri Temple since the visit of Ramanuja to the shrine. On Kartik sukla Ekadasi , the deities are dressed in royal manner as Sri Visnu and Lakshmi. the other name of this Besha is Thiakia Besha. It is said that Sri Nimbakacharya in 12th century introduced this Besha. Lord Jagannath as dressed as Visnu with Sankha and Chakra and Lord Balavadra with bow and arrow and Maa Subhadra appears with hands and legs and sits like a queen.

ପଂଚୁକ ର ଦିତୀୟା ଦିନ :-

ପଂଚୁକ ର ଦିତୀୟା ଦିନ ଟି କାର୍ତିକ ମାସ ଶୁକ୍ଳ ପକ୍ଷ ୧୨ ଦିନ ପଡେ , ଯାହାକୁ କୁ କି କୁହାଯାଏ ଦ୍ବାଦଶୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ”ବାଂକଚୁଲିଆ ବେଶ“ କୁହାଯାଏ.

This besha is done on Kartika Sukla Dwadasi tithi (the 12th day of the bright fortnight in Kartika). This besha is marked with a bent golden headgear.

ପଂଚୁକ ର ତୃତୀୟ ଦିନ / ତ୍ରୟୋଦଶୀରେ- ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ:-
Adakia besa
ପଂଚୁକ ର ତୃତୀୟ ଦିନ ଟି କାର୍ତିକ ମାସ ଶୁକ୍ଳ ପକ୍ଷ ୧୩ ଦିନ ପଡେ , ଯାହାକୁ କୁ କି କୁହାଯାଏ ତ୍ରୟୋଦାସୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ “ ତ୍ରୟୋଦଶୀରେ- ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ” କୁହାଯାଏ.

This Adakia Besha is done on Kartika Sukla trayodasi (the 13th day of the bright fortnight in Kartika).This is also called Tribikram besha.

ପଂଚୁକ ର ଚତୃଥ ଦିନ :-

ପଂଚୁକ ର ଚତୃଥ ଦିନ ଟି କାର୍ତିକ ମାସ ଶୁକ୍ଳ ପକ୍ଷ ୧୪ ଦିନ ପଡେ , ଯାହାକୁ କୁ କି କୁହାଯାଏ ଚତୃଦାସୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ “ଦଲିକିଆ ବେଶ” କୁହାଯାଏ.

This vesha is observed on 14 th day of Kartika Sukla fortnight in every year , It is also known as Lakshmi-Nrusingha besha. This besha bears the special significance attached to Nrusingha cult in the Puri temple. The Deities are adorned with golden crowns on their heads and different types of bids. In the past the Mahanta Maharaj Rama Jayanti Das had introduced this Vesha.

ପଂଚୁକ ର ପଂଚମ୍ ଦିନ :-

ପଂଚୁକ ର ପଂଚମ୍ ଦିନ ଟି କାର୍ତିକ ମାସ ଶୁକ୍ଳ ପକ୍ଷ 15 ଦିନ ପଡେ , ଜୌଟା କୁ କି କୁହାଯାଏ କାର୍ତିକ ପୁର୍ନିମୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ “ରାଜା ରାଜେସ୍ବରୀ ବେଶ ” କୁହାଯାଏ.

Raja Rajeswari Besha : Considered most attractive among all beshas, the Raja Rajeswari besha takes place on Kartika Purnima (full moon day of Kartika). It is identical to the deities’ sunabesha during the annual ‘Ratha Jatra’. The deities, among others, will be adorned with giant feets, hands, huge crown, chest guards, garlands, conch, lotus, besides weapons like Chakra, all made in pure gold, weighing over 200 kg. There are over 367 items made of four quintals of gold and silver ornaments weighing 14 quintals in the lone ‘Ratna Bhandara’ or temple treasury of Puri Jagannath temple accessed till date. It is believed that the temple have atleast seven ‘Ratna Bhandaras’ that remains un-accessed

ନାଗାର୍ଜୁନ / ପର୍ସୁରାମ୍ ବେଶ :-

କାର୍ତିକ ମାସ ଶୁକ୍ଳ ପକ୍ଷ ୧୬ ଦିନ ଦିନ ପଡେ , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ ” ନାଗାର୍ଜୁନ / ପର୍ସୁରାମ୍ ବେଶ “ କୁହାଯାଏ . ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚକ(ପଞ୍ଛୁକ ନୁହଁ) ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ଅର୍ଥାତ ଏକାଦଶୀରୁ ଚତୁର୍ଦଶୀ ପର୍ଯ୍ୟନ୍ତ ତିଥି ଦୁଇଦିନ ଭୋଗ ହୁଏ, ସେ ବର୍ଷ ନାଗାର୍ଜୁନ ବେଶ ହୁଏ । ଯେଉଁ ତିଥି ପୂର୍ବଦିନ ଓ ପରଦିନ ସୂର୍ଯ୍ୟୋଦୟକୁ ଥାଏ ତାହାକୁ ବଢାତିଥି (ମଳ ତିଥି)କୁହାଯାଏ । ଏହି ତିଥିରେ ନାଗାର୍ଜୁନ ବେଶ ହୁଏ । ଏହି ବେଶ ପାରମ୍ପାରିକ ନୁହେଁ । ପ୍ରତି ବର୍ଷ ଏହା ପଡି ନଥାଏ । ୧୯୯୪ ମସିହା ଠାରୁ ଏହି ବେଶ ପାଇଁ ଆଉ ଯୋଗ ପଡି ନାହିଁ. ଶୁକ୍ଳ ପକ୍ଷ ୧୬ ଦିନ ପଡେ ମାନେ କାର୍ତ୍ତିକ ମାସର ପଞ୍ଚକ(ପଞ୍ଛୁକ ନୁହଁ) ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ଅର୍ଥାତ ଏକାଦଶୀରୁ ଚତୁର୍ଦଶୀ ପର୍ଯ୍ୟନ୍ତ ତିଥି ଦୁଇଦିନ ଭୋଗ ହୁଏ, କାରଣ ଶୁକ୍ଳ ପକ୍ଷ 15 ଦିନ ରେ ହୁଏ …

Nagarjuna or Parasurama Besha :

This besha is occasionally done in the month of Kartika, when there are six days of Panchaka. Deities are dressed like warriors on the extra day.

NB:- collected from net and added by Aditya Mahar

http://www.orissa.gov.in/e-magazine/Orissareview/june2006/engpdf/54-57.pdf

By