Odia Poet https://eodisha.org/odiasahitya/corona-odia-kabita-chaka-chaka-bhauniri/

ଚକା ଚକା ଭଉଁରୀ – କରୋନା

ଚକା ଚକା ଭଉଁରୀ ଚକା ଚକା ଭଉଁରୀ,ନଯିବି ଘରୁ ମୁଁ ବାହାରି ।ବାହାରିଲେ ମାମୁଁ ମାରିବେ,କ୍ୱାରେଣ୍ଟାଇନ ରେ ନେଇ ରଖିବେ ।ଖାଇ ପିଇ ଘରେ ଶୋଇବି,ସୁନା ପିଲା ମୁହିଁ ହୋଇବି ।କରନ୍ତି… more »