ସବୁଥିରୁ ବଂଚିତକରି – #ଓଡିଆ #ଜଗନ୍ନାଥ #କବିତା ଲେଖିକା ଅର୍ଚନା ମିଶ୍ର

Spread the love

ସବୁଥିରୁ ବଂଚିତକରି – #ଓଡିଆ #ଜଗନ୍ନାଥ #କବିତା ଲେଖିକା ଅର୍ଚନା ମିଶ୍ର

ସବୁଥିରୁ ବଂଚିତକରି
କେଉଁ ବଡ଼ ପଣ ଦେଖାଇବ ହେ
(ପ୍ରଭୁ)ସବୁଥିରୁ ବଂଚିତ କରି…….

Chacheri Besha of lord jagannath during Phalguna #Jagannath #Odisha
ନିତି ତୁମ ନାମକୁ ନେଇ
ଜୀବନଟା ଦେଲି ବିତାଇ
ଥରଟିଏ ହେଲେ
ଦେଖି ପାରିଲିନି
ସେ ରୂପ ମାଧୁରୀ ମନକୁଭରି ….

ଜୟ ଜଗନ୍ନାଥ………………….

Anyone interested to share your Article please mail to admin@eodisha.org


No comments.

Leave a Reply