ନିମନ୍ତ୍ରଣ- ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ

Spread the love

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ନିମନ୍ତ୍ରଣ- ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟର ଲୋକାର୍ପଣ କରିଛନ୍ତି। ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପରସିବା ସହ ଓଡ଼ିଆ ଖାଦ୍ୟର ଲୋକପ୍ରିୟତାକୁ ଏହା ଆହୁରି ବୃଦ୍ଧି କରିବ। ଖୁବଶୀଘ୍ର ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ଏପରି ୨ଟି ରେଷ୍ଟୁରାଣ୍ଟ ସ୍ଥାପନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା 'ନିମନ୍ତ୍ରଣ- ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟର ଲୋକାର୍ପଣ କରିଛନ୍ତି। ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପରସିବା ସହ ଓଡ଼ିଆ ଖାଦ୍ୟର ଲୋକପ୍ରିୟତାକୁ ଏହା ଆହୁରି ବୃଦ୍ଧି କରିବ।
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ନିମନ୍ତ୍ରଣ- ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟର ଲୋକାର୍ପଣ କରିଛନ୍ତି। ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପରସିବା ସହ ଓଡ଼ିଆ ଖାଦ୍ୟର ଲୋକପ୍ରିୟତାକୁ ଏହା ଆହୁରି ବୃଦ୍ଧି କରିବ।

‘ନିମନ୍ତ୍ରଣ’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନକୁ ପ୍ରୋତ୍ସାହିତ କରିବାର ଅଭିନବ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ଏହା ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଜାଣିବାର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।#Nimantran


Proud Odia

No comments.

Leave a Reply