ନାଗଲ ଚତୁର୍ଥୀ – ରଶ୍ମି ମିଶ୍ର
ଆମ ଓଡିଶାରେ ଅନେକ ପର୍ବ ଓ ଓଷା ପାଳନ କରାଯାଏ।ଦେବଦେବୀଙ୍କ ବ୍ୟତୀତ ଅନେକ ପଶୁପକ୍ଷୀ ଙ୍କୁ ବି ପୂଜା କରାଯାଏ।ସେମିତି ଏକ ଓଷା ହେଉଚି ନାଗଲ ଚତୁର୍ଥୀ।ଏହି ଓଷା ରେ ନାଗ ନାଗୁଣୀ ଙ୍କୁ ପୂଜା କରାଯାଏ।କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ରେ ଏହି ଓଷା କରାଯାଏ।ଏହି ଓଷା ତେଲୁଗୁ ଅଞ୍ଚଳ ରେ ବି ହୁଏ।ହେଲେ ଓଡ଼ିଆ ମାନଙ୍କ ଓଷା ଠୁ ତେଲୁଗୁ ମାନଙ୍କ ଓଷା ସମ୍ପୂର୍ଣ୍ଣ ଭିନ୍ନ।
ଦକ୍ଷିଣ ଭାରତୀୟ ବିଧି ଅନୁସାରେ ନାଗ ଚତୁର୍ଥୀ ଦିନ ପୁରୁଷ ମହିଳା ଗାଧେଇ ସାରି ଭୋଗ ଥାଳି ନେଇ ଉଇହୁଙ୍କା ପାଖରେ ପୂଜା କରନ୍ତି।ବାଣ ଫୁଟାନ୍ତି।ହୂଙ୍କାରେ ଫୃଲ ଚନ୍ଦନ ସିନ୍ଦୂର ଦିଅନ୍ତି।ନଡ଼ିଆ କଦଳୀ ଇତ୍ୟାଦି ଭୋଗ ଦିଅନ୍ତି ।ହୁଙ୍କା ରେ କ୍ଷୀର ର ଢାଳନ୍ତି।ଆଉ କେହି କେହି ନିଜ ପିଲାଙ୍କ କାନ ରୋଗ ଭଲ ହେବାକୁ ମାନସିକ କରି ହୁଙ୍କା ରେ କୁକୁଡ଼ା ଅଣ୍ଡା ବି ପକେଇଥାନ୍ତି।

More About Writer – Rashmi Mishra , She is a Poet,short story writer, narrator about our culture and festivals.