କାର୍ତ୍ତିକ ମାସ ପ୍ରଥମ ପଞ୍ଚୁକ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

Spread the love

କାର୍ତ୍ତିକ ମାସ ପ୍ରଥମ ପଞ୍ଚୁକ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଲଷ୍ମୀ ନାରାୟଣ / ଠିଆକିଆ ବେଶ :

ପଞ୍ଚୁକ ର ପ୍ରଥମ୍ ଦିନ ଟି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ୧୧ ଦିନ ଦିନ ପଡେ , ଯାହାକୁ କି କୁହାଯାଏ ଏକଦଶୀ ତିଥି , ଆଉ ଏହି ଦିନ ମହାପ୍ରଭୁ ଜଗନ୍ନାଥ୍ ବେଶ କରା ଯାଏ ଯାହାକୁ “ଠିଆକିଆ ବେଶ” ବା “ଲଷ୍ମୀ ନାରାୟଣ ବେଶ” କୁହାଯାଏ ।

ଆଜି ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କ ଏହି ବେଶ ହୋଇଥାଏ।

ସ୍ବର୍ଣ୍ଣ ଅଳଙ୍କାର ଗୁଡିକକୁ ପୁଷ୍ପାଳକ ସେବାୟତ ପୁଷ୍ପମାଲ୍ୟ , ପାଟ ବସ୍ତ୍ର ଦେଇ ଶ୍ରୀ ଜୀଉଙ୍କ ଠିଆକିଆ ବେଶ କରିଥାନ୍ତି। ଏହି ବେଶରେ ଶ୍ରୀଜୀଉଙ୍କ ମସ୍ତକରେ ଥିବା ଟୋପର ରେ କିଆ ଖଞ୍ଜା ଯାଇଥାଏ।

ପୂର୍ବେ ରାମାନୁଜ ସଂପ୍ରଦାୟର ଏମାର ମଠ , ଶ୍ରୀ ରାମ ଦାସ ମଠ , ଉତ୍ତର ପାର୍ଶ୍ୱ ମଠ , ସିଦ୍ଧ ମଠ , ରାଘବ ଦାସ ମଠ ମାନଙ୍କର ମହନ୍ତ ଆସି ଶ୍ରୀଜୀଉଙ୍କ ସମ୍ମୁଖରେ ଶ୍ରୀମନ୍ ନାରାୟଣ ସ୍ତୋତ୍ରମ ପାଠ କରୁଥିଲେ। ଏହି ମନ ମୁଗ୍ଧକର ବେଶ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀ ମନ୍ଦିରରେ ଦର୍ଶନ କରିଥାନ୍ତି। ଭୋଗ ମଣ୍ଡପ ଶେଷ ହେବା ପରେ ଏହି ବେଶ ମଇଲମ ହୋଇ ମଧ୍ୟାହ୍ନ ଧୂପ ହୋଇଥାଏ।

କାର୍ତ୍ତିକ ମାସ  ପ୍ରଥମ ପଞ୍ଚୁକ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

Laxminarayan / Thiakia Besha :

The Laxmi Narayan Besha or Thiakia Besha of Mahaprabhu takes place on Kartika Shukla Ekadashi.

Today,After Abakash Rituals Mahaprabhu will be dressed in the Thiakia Besha.This besha will continue upto the end of Bhogamandapa Ritual.

In this Besha Mahaprabhu Jagannath And Balabhadra are adored with Golden Arms,Legs,Kadamba Mali,Kiriti,Harida Mali,Bahada Mali,Tabeeza Mali,Baghanakhi Mali,Sebati Mali etc.

Shri Balabhadra Holds Hala Mushala and Shri Jagannath holds Shankha Chakra.

They both wear one Trishakha Dress Each and Tilaka each

They also wear Srimukha Padma.

Maa Subhadra is adored with Kiriti,Karnakundala,Differ types of garlands,Odiani,Chandra surjya and Tadagi.

The three deities are adored with Srimukha Bala on the face.

Two Conical Trimundi Chula are offered on the heads of Jagannath and Balabhadra in which Golden Sticks which Resemble Kiya Flowers are attached.Both of them Wear Karna Kundala

In the past,the Mahants of Ramanuja Sampradaya Mutts Used to witness the Besha and Sing ShriMan Narayana Stotram Infront of Shrijews.

କାର୍ତ୍ତିକ ମାସ ପ୍ରଥମ ପଞ୍ଚୁକ ତିଥିରେ ମହାପ୍ରଭୁ ନୀଳମାଧବ’ଙ୍କ ଲକ୍ଷ୍ମୀ ନାରାୟଣ ବେଶ

କାର୍ତ୍ତିକ ମାସ ପ୍ରଥମ ପଞ୍ଚୁକ ତିଥିରେ ମହାପ୍ରଭୁ ନୀଳମାଧବ'ଙ୍କ ଲକ୍ଷ୍ମୀ ନାରାୟଣ ବେଶ

Proud Odia

No comments.

Leave a Reply