Spread the love

କେତେ ବ୍ୟସ୍ତ ସତେ ଆମ ଜୀବନ ଶୈଳି
~~~~ଉପସ୍ଥାପନା: ଶ୍ଵେତରୂପା~~~~
କେତେ ବ୍ୟସ୍ତ ସତେ ଆମ ଜୀବନ ଶୈଳି….
କିଏ ୨ ଚକିଆ ତ କିଏ ୩ ଚକିଆ ପୁଣି କିଏ ୪ ଚକିଆ ଗାଡିରେ..eodisha.org
ସମସ୍ତେ ନିଜ ନିଜ ରାସ୍ତାରେ ଚାଲିଛନ୍ତି…
କିଏ ଆଗରେ ତ କିଏ ପୁଣି ପଛରେ…
କେହି କାହାକୁ ବାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଏଠି…

ବର୍ଷା ପାଣିର ଛିଟା ମୋ ଉପରେ ପଡୁଥାଏ…
ଆଉ ମୁ ସାତ ମହଲା ଉପରୁ ଏ ସବୁ ଦେଖୁଥାଏ…

କେହି ଜଣେ ବି ଆଡ ଆଖିରେ ଚାହୁ ନଥାନ୍ତି…
ରାସ୍ତା କଡରେ ଥିବା ସେଇ ଭଙ୍ଗା ନଡା ଘରଟି କୁ…
ବାରମ୍ବାର ସେଇ ଘର ଉପରେ ପଡୁଥାଏ ମୋ ଆଖି..
କଣ କରିବି ନ କରିବି ଚିନ୍ତାରେ କେବଳ ଥାଏ ମୁ…

ପରିବାର କହିଲେ ଚାରି ରୁ ପାଞ୍ଚ ଜଣ ହେବେ..
ବୁଢା ବୁଢି ଆଉ ଦୁଇ ପୁଅ ଗୋଟେ ଝିଅ ବୋଧେ…

ବରଷାର ପାଣି ଘରେ ପଶିଗଲାଣି…
ଆଉ ଉପାୟ ନାହି ମନ ଜାଣିଲାଣି…..

ସବୁଦିନ ଯାଆନ୍ତି ମୁଖ୍ୟମନ୍ତ୍ରୀ ଆମର ପୁଣି ସେହି ବାଟ ଦେଇ…
ଆଖିରେ କେମିତି ପଡନ୍ତି ନାହି ଏମାନେ କେଜାଣି କାଇ…

ବରଷାର ସୁଅ ଛୁଟିଲାଣି…
ସମ୍ବାଳି ନପାରି ଆଉ ପାଞ୍ଚ ପ୍ରାଣି କୁଟୁମ୍ବ..
ଦୌଡିଗଲେ ପାଖରେ ଅଧା ତିଆରି ହୋଇଥିବା ୧୦ ମହଲା ବିଶିଷ୍ଟ ଘରକୁ…

ମାଲିକ ବିରକ୍ତି ଗଳାରେ କଣ ସବୁ କହି କହି ଚାଲି ଆସିଲା ପାଖକୁ ତାଙ୍କର…
ବରଷା ପାଣି ସେମିତି ବୋହି ଯାଉଛି …….କିନ୍ତୁ ଡରରେ ହେଲେଣି ସମସ୍ତେ ଥରହର….

ଏତେ ନିଷ୍ଠୁର ବି ହେଇ ପାରନ୍ତି ଲୋକ…
କହନ୍ତି କଣ ନା ମୁ ଏ ଦେଶର ସୁନାଗରିକ….

କିଏ କହିଲା ଛୁଆ ଅଛୁଆ ନାହି…
ମାଲିକ ଏ ସବୁ ଦେଖିକି ଟିକେ ବି ତରଳିଲା ନାହି…

ଓଲଟା ଲୋକ ଲଗାଇ ତଡିଦେଲା ସେମାନଙ୍କୁ…
ପୁଣି ଧୋଇ ପକେଇଲା(ଛୁଆ ହୋଇଗଲା କହି କହି) ଗୋବର ପାଣିରେ ସେ ଜାଗାକୁ….

ଏ ସବୁ ଦ୍ରୁଶ୍ୟ ଦେଖି ଆଖିରୁ ମୋର…
ବୋହିଗଲାଣି ଲହୁ ହୋଇ ଧାରଧାଋ…
ସହିପାରିଲିନି ମୁ ଆଉ…
ଦୋଉଡିଯାଇ କିଣି ଆଣିଲି..କିଛି ବିସ୍କୁଟ୍ ଆଉ ତାର୍ ପୋଲିନ୍ ….
ଦରମା ପଇସାରୁ ବଞ୍ଚେଇ ରଖିଥିବା ଟଙ୍କା ମୋର କଲେଜ୍ ରେ ଆଡ୍ ମିଶନ୍ ପାଇ…

ଆଉ ଯାଇ ବୁଢା ଜଣଙ୍କ ହାତରେ ଦେଇଦେଲି ଆଉ କିଛି ନ ଭାବି…
ପ୍ରଶ୍ନିଳ ଆଖିରେ ଚାହି ରହିଥାନ୍ତି ସେମାନେ ମତେ….
ସବୁ କରିବାର ସକ୍ଷମତା ନାହି…
ତଥାପି ମୋ ପକ୍ଷରେ ଯେତିକି କରିହେଲା କରିକି କ୍ଷଣିକ ଶାନ୍ତି ମିଳିଲା ମତେ…କେତେ ବ୍ୟସ୍ତ ସତେ ଆମ ଜୀବନ ଶୈଳି….
କିଏ ୨ ଚକିଆ ତ କିଏ ୩ ଚକିଆ ପୁଣି କିଏ ୪ ଚକିଆ ଗାଡିରେ..
ସମସ୍ତେ ନିଜ ନିଜ ରାସ୍ତାରେ ଚାଲିଛନ୍ତି…
କିଏ ଆଗରେ ତ କିଏ ପୁଣି ପଛରେ…
କେହି କାହାକୁ ବାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଏଠି…

ବର୍ଷା ପାଣିର ଛିଟା ମୋ ଉପରେ ପଡୁଥାଏ…
ଆଉ ମୁ ସାତ ମହଲା ଉପରୁ ଏ ସବୁ ଦେଖୁଥାଏ…

କେହି ଜଣେ ବି ଆଡ ଆଖିରେ ଚାହୁ ନଥାନ୍ତି…
ରାସ୍ତା କଡରେ ଥିବା ସେଇ ଭଙ୍ଗା ନଡା ଘରଟି କୁ…
ବାରମ୍ବାର ସେଇ ଘର ଉପରେ ପଡୁଥାଏ ମୋ ଆଖି..
କଣ କରିବି ନ କରିବି ଚିନ୍ତାରେ କେବଳ ଥାଏ ମୁ…

ପରିବାର କହିଲେ ଚାରି ରୁ ପାଞ୍ଚ ଜଣ ହେବେ..
ବୁଢା ବୁଢି ଆଉ ଦୁଇ ପୁଅ ଗୋଟେ ଝିଅ ବୋଧେ…

ବରଷାର ପାଣି ଘରେ ପଶିଗଲାଣି…
ଆଉ ଉପାୟ ନାହି ମନ ଜାଣିଲାଣି…..

ସବୁଦିନ ଯାଆନ୍ତି ମୁଖ୍ୟମନ୍ତ୍ରୀ ଆମର ପୁଣି ସେହି ବାଟ ଦେଇ…
ଆଖିରେ କେମିତି ପଡନ୍ତି ନାହି ଏମାନେ କେଜାଣି କାଇ…

ବରଷାର ସୁଅ ଛୁଟିଲାଣି…
ସମ୍ବାଳି ନପାରି ଆଉ ପାଞ୍ଚ ପ୍ରାଣି କୁଟୁମ୍ବ..
ଦୌଡିଗଲେ ପାଖରେ ଅଧା ତିଆରି ହୋଇଥିବା ୧୦ ମହଲା ବିଶିଷ୍ଟ ଘରକୁ…

ମାଲିକ ବିରକ୍ତି ଗଳାରେ କଣ ସବୁ କହି କହି ଚାଲି ଆସିଲା ପାଖକୁ ତାଙ୍କର…
ବରଷା ପାଣି ସେମିତି ବୋହି ଯାଉଛି …….କିନ୍ତୁ ଡରରେ ହେଲେଣି ସମସ୍ତେ ଥରହର….

ଏତେ ନିଷ୍ଠୁର ବି ହେଇ ପାରନ୍ତି ଲୋକ…
କହନ୍ତି କଣ ନା ମୁ ଏ ଦେଶର ସୁନାଗରିକ….

କିଏ କହିଲା ଛୁଆ ଅଛୁଆ ନାହି…
ମାଲିକ ଏ ସବୁ ଦେଖିକି ଟିକେ ବି ତରଳିଲା ନାହି…

ଓଲଟା ଲୋକ ଲଗାଇ ତଡିଦେଲା ସେମାନଙ୍କୁ…
ପୁଣି ଧୋଇ ପକେଇଲା(ଛୁଆ ହୋଇଗଲା କହି କହି) ଗୋବର ପାଣିରେ ସେ ଜାଗାକୁ….

ଏ ସବୁ ଦ୍ରୁଶ୍ୟ ଦେଖି ଆଖିରୁ ମୋର…
ବୋହିଗଲାଣି ଲହୁ ହୋଇ ଧାରଧାଋ…
ସହିପାରିଲିନି ମୁ ଆଉ…
ଦୋଉଡିଯାଇ କିଣି ଆଣିଲି..କିଛି ବିସ୍କୁଟ୍ ଆଉ ତାର୍ ପୋଲିନ୍ ….
ଦରମା ପଇସାରୁ ବଞ୍ଚେଇ ରଖିଥିବା ଟଙ୍କା ମୋର କଲେଜ୍ ରେ ଆଡ୍ ମିଶନ୍ ପାଇ…

ଆଉ ଯାଇ ବୁଢା ଜଣଙ୍କ ହାତରେ ଦେଇଦେଲି ଆଉ କିଛି ନ ଭାବି…
ପ୍ରଶ୍ନିଳ ଆଖିରେ ଚାହି ରହିଥାନ୍ତି ସେମାନେ ମତେ….
ସବୁ କରିବାର ସକ୍ଷମତା ନାହି…
ତଥାପି ମୋ ପକ୍ଷରେ ଯେତିକି କରିହେଲା କରିକି କ୍ଷଣିକ ଶାନ୍ତି ମିଳିଲା ମତେ…

By