odisha song bande utkala janani eodisha.org

≈ ବନ୍ଦେ ଉତ୍କଳ ଜନନୀ ≈

୧୯୩୬ ମସିହା ଏପ୍ରିଲ୍ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ତେଣୁ ସମଗ୍ର ଓଡ଼ିଶାରେ ଏପ୍ରିଲ ପହିଲା ଦିନ ‘ଉତ୍କଳ ଦିବସ’ ବା ‘ଓଡ଼ିଶା ଦିବସ’ ପାଳନ କରାଯାଏ । ‘ବନ୍ଦେ ଉତ୍କଳ ଜନନୀ’ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଜାତି ଭକ୍ତି କବିତା । ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ରାଜ୍ୟ ଗାନ ଭାବେ ପରିଚିତ ହେଲା ।

ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ !


Comments are closed.