BHAJUKINA RAM NAAM RE KUMAR -Oriya TIKA GOVINDA CHANDRA – Bhaga 1 ଟୀକା ଗୋବିନ୍ଦ୍ରଚନ୍ଦ୍ର ~~ ଅଦ୍ଧାୟ -1 ଭଜୁ କିନା ରାମା ନାମରେ ରାଜନ ବୋଲୁକିନା ରାମ ନାମ

Spread the love

BHAJUKINA RAM NAAM RE KUMAR -Oriya TIKA GOVINDA CHANDRA – Bhaga 1 ଟୀକା ଗୋବିନ୍ଦ୍ରଚନ୍ଦ୍ର ~~ ଅଦ୍ଧାୟ -1 ଭଜୁ କିନା ରାମା ନାମରେ ରାଜନ ବୋଲୁକିନା ରାମ ନାମ
tika gobinda chandra oriya eodisha.org

~~~ଟୀକା ଗୋବିନ୍ଦ୍ରଚନ୍ଦ୍ର ~~ ଅଦ୍ଧାୟ-୧

ଭଜୁ କିନା ରାମା ନାମରେ ରାଜନ ବୋଲୁକିନା ରାମ ନାମ
ଭଜୀ ନ ପାରିଲେ କୁଳ ଚନ୍ଦ୍ରମା ରେ ବାନ୍ଧିନେବ କାଳ ଯମ ।
ସେହି କାଳ ଯମ ବଡ ଦାରୁଣରେ ନ ଜଣାଇ ଦୁଃଖ ସୁଖ ।
ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।
ଭଗ୍ନୀ ରାଣୀ ତୋର କରିବେ ରୋଦନ ଆବୋରିବେ ଷଡମାସ
ଘରର ଘରଣୀ କାନ୍ଦିବେ ଯେ ବସି ଲୋଢିବ ସେ ଅନ୍ୟ ବାସ ।
ମାତା ଗର୍ଭଧାରୀ ନିରତେ କାନ୍ଦିବ ମାରିବାର ଯୁଗାନ୍ତର
ମୁଁ ତେଣୁ ବୋଲଇ ଗୋବିନ୍ଦଚନ୍ଦ୍ରରେ କାଲି ଯାଅ ଯୋଗୀଘର ।
ତୁହି ଯୋଗୀଘର ଗଲେରେ କୁମର ମୋତେଟି ପରମ ସୁଖ
ଚାରିଯୁଗେ ବଳା ହେବୁରେ ଅମର ଚାହୁଁଥିବି ତୋର ମୁଖ।
କି କରିବେ ତୋର ମାୟା ସ୍ତ୍ରୀମାନେ ମାୟାରେ ହେବୁରେ ଭୋଳ
ଆଜି ମାଲେ କାଲି ହେବ ଦୁଇଦିନ ଏ ମିଥ୍ୟା ସଂସାର ।

video scr :- youtube


Comments are closed.