mini-banner-gif

ଶିଉଳି – #ଓଡିଆ #କବିତା ଲେଖକ ପ୍ରବିର କୁମାର ସାହୁ

Spread the love

ଶିଉଳି – #ଓଡିଆ #କବିତା ଲେଖକ ପ୍ରବିର କୁମାର ସାହୁ

କଣ୍ଟକିତ ରାସ୍ତା
ମରୁଭୂମିର ମୃଗତୃଷ୍ଣା
ଆଉ ମୋ ଆତ୍ମା
ପରସ୍ପର ଥିଲେ ପରିପୂରକ

elmslipperyl ଶିଉଳି - #ଓଡିଆ #କବିତା ଲେଖକ ପ୍ରବିର କୁମାର ସାହୁ

ତୁମେ କେମିତି ଏ ବୃତ୍ତର
ବୃତ୍ତାଂଶ ହୋଇଗଲ
ତୁମକୁ ଜାଣିବା ପୂର୍ବରୁ
ମୋ ଠାରେ ତୁମ ସତ୍ତା ଛାଡ଼ିଗଲ

ତୁମଠାରେ ନିଜକୁ ହଜାଇଲା
ପରେ ମୁଁ ଜାଣିଲି
ତଡିତ୍ ଆବେଗର ଶିଉଳି ଘାଟରେ
ପାଦ ମୁଁ ପକେଇ ଥିଲି ।


No comments.

Leave a Reply