mini-banner-gif

#ପିଲାଦିନ ସ୍ମୃତି……. Piladina ra Smruti – Odia Kabita ra lekhika Julee Behera #Odisha #Odia #Poetry #ଓଡିଆ #ଓଡିଶା #କବିତା

Spread the love

#ପିଲାଦିନ ସ୍ମୃତି……. Piladina ra Smruti – Odia Kabita ra lekhika Julee Behera  #Odisha #Odia #Poetry  #ଓଡିଆ #ଓଡିଶା #କବିତା

#ପିଲାଦିନ ସ୍ମୃତି....... Piladina ra Smruti - Odia Kabita ra lekhika Julee Behera  #Odisha #Odia #Poetry  #ଓଡିଆ #ଓଡିଶା #କବିତା

ବିଗତ ମୁହୁର୍ତ ଫେରନ୍ତ କି ଥରେ …..

ପିଲାଦିନ …..ସାଇତା ସ୍ମୃତି  କୁ

ଛାତି ରେ ଜାବୁଡି……..

ପାଛୋଟି ନିଅନ୍ତି ଅତିଥି ଟେ କରି….

ହୃଦୟ ର ମନୋରମ …

କୋଠୋରୀ କୁ ଖୋଲି…..

ପଖାଳନ୍ତି ପାଦ ତୁମ

ଖୁସି ର ଅଶ୍ରୁ ରେ

ବସାଇ ରଖନ୍ତି ,ନେଇ

ମନ ସିଂଘାସନେ……..

ତୁମ ସନିଧୀୟ……..

ଚେଇଂ ଉଠନ୍ତା……

ମୋ  ଅଳି ଅଝଟ ର ……

ପ୍ରତି ଟି ମୁହୁର୍ତ …….

ଧୂଳି ମାଟି ଖେଳେ

ସାଂଗ ସଥୀ ମେଳେ

ପୁରି ଉଠନ୍ତା…ଆଉଥରେ

ଅଗଣା ଟା ମୋର…..

କାନେ ମୋ ବଜନ୍ତା,

ବୁଢୀ ମା ଓଠ ର…..

ମନଗଢା ସେଇ ଗଳ୍ପ………

ନାନା ବାଇଆ ସେ  ଗୀତ………….

ଦୁଃଖ  କୁ ଭୁଲେଇ ..

ତୁମ ଖୁସି ର ଆକାସେ

ଉଡି ବୁଲନ୍ତି ମୁଁ

ବିହଂଗ,ଟେ ସମ…….

ବିହଂଗ,ଟେ ସମ……


No comments.

Leave a Reply