mini-banner-gif

ନୂତନ ବରଷ ନୂତନ ପ୍ରାରମ୍ଭ – #ଓଡିଆ #କବିତା ଲେଖକ ପ୍ରଶାନ୍ତ କୁମାର ଭୂୟାଁ #ଓଡ଼ିଆ #ନବବର୍ଷ

Spread the love

ନୂତନ ବରଷ ନୂତନ ପ୍ରାରମ୍ଭ – #ଓଡିଆ #କବିତା ଲେଖକ ପ୍ରଶାନ୍ତ କୁମାର ଭୂୟାଁ #ଓଡ଼ିଆ #ନବବର୍ଷ

ପବିତ୍ର…!!!

ପଣା ସଂକ୍ରାନ୍ତି / ମେରୁ ସଂକ୍ରାନ୍ତି / ବିଷୁବ ସଂକ୍ରାନ୍ତି /
ତଥା
ଓଡ଼ିଆ ନବବର୍ଷ ରେ ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା….

odia kabita eodisha.org

ନୂତନ ବରଷ ନୂତନ ପ୍ରାରମ୍ଭ
ନୂତନ ମନୁଆଁ ଓଡ଼ିଆ ।
ନୂତନ ଆଗ୍ରହ ନୂତନ ଉତ୍ସାହ
ନୂତନ ଆମର ଦୁନିଆଁ । ।
ନୂଆଁ ବରଷ ରେ ନୂଆଁ ରଙ୍ଗ ନେଇ
ନୂଆଁ ଶୁଭକାର୍ଯ୍ୟ ହରଷ ।
ନୂଆଁ ସକାଳ ର ନୂଆଁ ଭାବନେଇ
ନୂଆଁ ଥାଉ ସାରା ବରଷ । ।
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପବିତ୍ର…!!!
ପଣା ସଂକ୍ରାନ୍ତି / ବିଷୁବ ସଂକ୍ରାନ୍ତି / ଓଡ଼ିଆ ନବବର୍ଷ ରେ ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା….
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା…
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ


No comments.

Leave a Reply