mini-banner-gif

ଅତୀତ ବେଳାଭୂମିରୁ – #ଓଡିଆ #କବିତା ଲେଖକ ପ୍ରବୀର କୁମାର ସାହୁ

Spread the love

ଅତୀତ ବେଳାଭୂମିରୁ – #ଓଡିଆ #କବିତା ଲେଖକ ପ୍ରବୀର କୁମାର ସାହୁ

ଅତୀତ ବେଳାଭୂମିରୁ
ଆଶା ଶାମୁକା ଆଉ
ଜୀବନର ଅଧୁରା ସପନ ସବୁ
ସ୍ମୃତି ହେଇ ଝଡ଼ିଯିବା ବେଳେ
ଜୀବନ ଝର୍କାର ପରଦା ସେପାଖେ ରହି
ତମେ ପୁଣି ଚାହଁ !

ଅତୀତ ବେଳାଭୂମିରୁ - #ଓଡିଆ #କବିତା ଲେଖକ ପ୍ରବୀର କୁମାର ସାହୁ

ତମକୁ କହି ଲାଭ କ’ଣ
ଏକୁ, ତାକୁ, ସମସ୍ତଙ୍କୁ ତ ତମେ ଭଲ ପାଇପାର
ହାତୀକୁ, ଘୋଡାକୁ, ଓଟକୁ
ସମସ୍ତେ ବି ତମକୁ ଭଲ ପାଇପାରନ୍ତି
କିନ୍ତୁ
ଭଲ ପାଇବାର ପରିଧି ଭିତରେ ଯେ
ତମେ ଆବଦ୍ଧ !!

-ପ୍ରବୀର କୁମାର ସାହୁ

If anyone wants to share your article/News then please mail us “admin@eodisha.org” 


No comments.

Leave a Reply