Odia Bhagabata Gita bani – Ditia Adhyaya 54 para – Odia Sadhubani Daily Update

Spread the love

Odia Bhagabata Gita bani /Katha -Ditia Adhyaya 50 para– Odia Sadhubani Daily Update ଉପସ୍ଥାପନା: ଦୀପକ

In chapter four Lord Krishna reveals how spiritual knowledge is received by disciplic succession and the reason and nature of His descent into the material worlds. Here He also explains the paths of action and knowledge as well as the wisdom regarding the supreme knowledge which results at the culmination of the two paths. Thus this chapter is entitled: Approaching the Ultimate Truth.

odia gita bani sadhu bani oriya gita sara oriya geeta sara eodisha.org bhagaba gita
।। ଓଁ ଶ୍ରୀ ପରମାତ୍ମନେ ନମଃ ।।

ଭଗବାନ କହିଲେ ଯେ, ଯେତେବେଳେ ତୁମ ବୁଦ୍ଧି ଶ୍ରୁତିବିପ୍ରତିପତ୍ତି ଓ ମୋହକଲିଳକୁ ତରିଯିବ, ସେତେବେଳେ ତୁମେ ଯୋଗପ୍ରାପ୍ତ ହେବ । ଏ କଥା ଶୁଣି ଅର୍ଜୁନଙ୍କ ମନରେ ସଂଶୟ ଜାତ ହେଲା – ଯେତେବେଳେ ମୁଁ ଯୋଗପ୍ରାପ୍ତ ଓ ସ୍ଥିତପ୍ରଜ୍ଞ ହୋଇଯିବି, ସେତେବେଳେ ମୋର ଲକ୍ଷଣ କିପରି ହେବ ?

ତେଣୁ ଅର୍ଜୁନ ନିଜ ମନର ସଂଶୟକୁ ଦୂରକରିବା ପାଇଁ ଭଗବାନଙ୍କୁ ପଚାରୁଛନ୍ତି – ପରମାତ୍ମତତ୍ତ୍ୱ ଅନୁଭବ ହୋଇ ଯାହାର ବୁଦ୍ଧି ସ୍ଥିର ହୋଇଯାଇଛି, ସେହିପରି ସ୍ଥିତପ୍ରଜ୍ଞ ମନୁଷ୍ୟଙ୍କର ବର୍ଣ୍ଣନା କେଉଁ ବାଣୀରେ କରାଯାଏ ଅର୍ଥାତ ତାଙ୍କର ଲକ୍ଷଣ କଣ ? ସେହି ସ୍ଥିରବୁଦ୍ଧିଯୁକ୍ତ ମନୁଷ୍ୟ କିପରି କହେ, ସେ କିପରି ବସେ, ସେ କିପରି ଚାଲେ ଅର୍ଥାତ କିପରି ବ୍ୟବହାର କରେ ?


Comments are closed.