Jibanara Jatra Pathare , lekhika Sweta Rupa -ଜୀବନର ଯାତ୍ରା ପଥରେ…

Spread the love

Jibanara Jatra Pathare , lekhika Sweta Rupa -ଜୀବନର ଯାତ୍ରା ପଥରେ…

Jibanara Jatra Pathare , lekhika Sweta Rupa -ଜୀବନର ଯାତ୍ରା ପଥରେ...

Jibanara Jatra Pathare…
Sangrahaka Tume anek Smruti aau Anubhutira…
Banchi rahichha tume samastanku Sukha deba payin..
Shanti deba Payin…

Tumara Agadha prema tani Anichhi Aneka duraru mate…
Bahudarshitra Samudra luchi rahichhi tumari pakhare sate…

Atulaniya tume…
Kaha sahita ba tulana kara jayii pariba tumaku..

Mo Hrudayare tuma payin stana ti surakhita..
Sethipayin ta Jibanare mu nuhe anya bishaya prati Asakta…

Tume hin ta Abashista Jibanara Sathitie mora..
Badheichha sadasarbada Manobala mora…

Tumabina mu Asahaya…apurna…
Tumabina mu adhira durbala…

Tumaku paichhi tumathare dekhuchhi mo bhabishyata..
Ei sabu kebala mo atmara nirdesha…

Jete prasansha kale bi kama heba tuma payin…
Tume nirmalatara Prakrushta pramana…
Tume pabitra tume komala tume hi mahata…
Mora abashista Jibana kebala tumari payin…

ଜୀବନର ଯାତ୍ରା ପଥରେ…
ସଂଗ୍ରାହକ ତୁମେ ଅନେକ୍ ସ୍ମ୍ରୁତି ଆଉ ଅନୁଭୁତି ର…
ବଞ୍ଚି ରହିଛ ତୁମେ ସମସ୍ତଙ୍କୁ ସୁଖ ଦେବା ପାଇଁ..
ଶାନ୍ତି ଦେବା ପାଇଁ…

ତୁମର ଅଗାଧ ପ୍ରେମ ଟାଣି ଆଣିଛି ଅନେକ୍ ଦୁରରୁ ମତେ…
ବହୁଦର୍ଶିତା ର ସମୁଦ୍ର ଲୁଚି ରହିଛି ତୁମରି ପାଖରେ ସତେ…

ଅତୁଳନୀୟ ତୁମେ ….
କାହା ସହିତ ବା ତୁଳନା କରା ଯାଇପାରିବ ତୁମକୁ…

ମୋ ହ୍ରୁଦୟରେ ତୁମ ର ସ୍ଥାନ ଟି ସୁରକ୍ଷିତ….
ସେଥିପାଇଁ ତ ଜୀବନରେ ନାହିଁ ମୁ ଅନ୍ୟ ବିଷୟ ପ୍ରତି ଆସକ୍ତ…

ତୁମେ ହିଁ ତ ଅବଶିଷ୍ଟ ଜୀବନର ସାଥିଟିଏ ମୋର…
ବଢେଇଛ ସଦାସର୍ବଦା ମୋର ମନୋବଳ…

ତୁମବିନା ମୁଁ ଅସହାୟ….ଅପୁର୍ଣ୍ଣ……..
ତୁମ ବିନା ମୁଁ ଅଧିର…ଦୁର୍ବଳ…….

ତୁମକୁ ପାଇଛି…ତୁମଠାରେ ଦେଖୁଛି ମୋର ଭବିଶ୍ୟତ…
ଏଇ ସବୁ କେବଳ ମୋ ଆତ୍ମାର ନିର୍ଦ୍ଦେଶ…

ଯେତେ ପ୍ରଶ୍ଂସାକଲେ ବି କମ୍ ହେବ ତୁମ ପାଇଁ…
ତୁମେ ନିର୍ମଳତାର ପ୍ରକ୍ରୁଷ୍ଟ ପ୍ରମାଣ…
ତୁମେ ପବିତ୍ର ତୁମେ କୋମଳ…ତୁମେ ହିଁ ମହତ…
ମୋର ଅବଶିଷ୍ଟ ଜୀବନ କେବଳ ତୁମରି ପାଇଁ….


Comments are closed.