Emiti Dina Na Aasu Mora(ଏମିତି ଦିନ ନ ଆସୁ ମୋର)-A Odia Kabita Written by Sweta Rupa

Spread the love


eodisha.org
ଏମିତି ଦିନ ନ ଆସୁ ମୋର …
ଯେଉଦିନ ନ୍ ନେବି ନାମ ତୁମର….
ଏମିତି ଦିନ ନ ଆସୁ କେବେ…
ନ ଆସିବ ଫୋନ୍ ତୁମର…
ଏପରି ରାତି ନ ଆସୁ ମୋର ..
ଯେଉଦିନ ନ ଦେଖିବି ସ୍ବପ୍ନ ତୁମର…
ଏପରି ପାହାନ୍ତା ନ ଆସୁ ମୋର…
ଯେଉଦିନ ନ ଦେଖିବି ମିସ୍ କଲ୍ ତୁମର…
ମଧୁମୟ ତୁମ ମଧୁର ପରଷ …
କେବେ ହେଲେ ନ ହେଉ ମୋ ପାଇ ଶେଷ…
ମନ ପ୍ରାଣେ ଭରି ଦିଅ ତୁମରି ପ୍ରେମ…
କାମନା ବାସନା ହୋଇ ଯାଉ ଦୁର…
ଦୁଖେ ସୁଖେ ସବୁଥିରେ ହୁଅ ମୋର ସାଥି..
ଏତିକି ତୁମ ପଖେ କରେ ମିନତି..
ମୋର ଇଛା ସବୁ ବେଳେ କରୁଥାଅ ପୁରଣ…
ବିଦଗ୍ଧ ପ୍ରାଣରେ ଆଶାର ସଞ୍ଛାର….


Comments are closed.